ଇତିହାସ ରଚିଲେ ହିମା

ନୂଆଦିଲ୍ଲୀ : ଭାରତୀୟ ଧାବିକା ହିମା ଦାସ ଗୁରୁବାର ଇତିହାସ ରଚିଛନ୍ତି। ଆସାମର ଏହି ୧୮ ବର୍ଷୀୟା ଝିଅ ଫିନ୍‌ଲାଣ୍ଡ୍‌ର ଟାମ୍ପରେଠାରେ ଆୟୋଜିତ ଆଇଏଏଏଫ୍‌ ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସଫଳତାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଯୋଗ୍ୟତା ପର୍ଯ୍ୟାୟର ଦ୍ରୁତତମ ଧାବିକା ଭାବେ ଫାଇନାଲ୍‌ ଯାଇଥିବା ହିମା ସେଠାରେ ୫୧.୪୬ ସେକେଣ୍ଡ ସମୟ ସହ ପ୍ରଥମ … Continue reading ଇତିହାସ ରଚିଲେ ହିମା